ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଆଜି ସାରା ଦେଶରେ ଚାଲିଛି କରୋନାର ଡ୍ରାଏ ରନ୍ ନୂଆଦିଲ୍ଲୀ : ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍। ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ। ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ରିହର୍ସଲ। ଦିଲ୍ଲୀରେ କରୋନା ଟିକାକରଣର ଡ୍ରାଏ … Continue reading ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା